ଆଜି ବିଶ୍ବ ଏଡସ୍ ଦିବସ । ଯାଜପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ବିରଜା ମହିଳା ମହାବିଦ୍ୟାଳୟ ମିଳିତ ସହଯୋଗରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିରଜା ମହିଳା ମହାବିଦ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
#ArgusNews #WorldAIDSDay #awareness #Jajpur #Odisha