#ଆଜି_ବିଶ୍ଵ_ଛେନାପୋଡ଼_ଦିବସ
ପଖାଳ ଓ ରସଗୋଲା ଦିବସ ପରି ଛେନାପୋଡ଼ ଦିବସ ପାଇଁ ବି ଏବେ ସବୁଠି ଆଗ୍ରହ, ଉତ୍ସାହ। ଛେନାପୋଡ଼ର ସ୍ରଷ୍ଟା ସ୍ଵର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଏପ୍ରିଲ ୧୧ ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ ଭାବେ ପାଳୁଛନ୍ତି ଯୁବପିଢ଼ି ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା...।
#ArgusNews #WorldChhenapodaDay #Chhenapoda #OdiaSweet #celebration #Nayagarh #Odisha