ଯୁବ ଲେଖକ ମାଷ୍ଟର ଇଭାୟନ। ଖୁବ କମ ବୟସରେ ଇଂରାଜୀ ନୋବେଲ ସିରିଜ ଲେଖୁଛନ୍ତି ଇଭାୟନ। ତାଙ୍କ ଦ୍ୱାରା ଲେଖାଯାଇଥିବା ଦି ସୁପ୍ରିମ ନୋଭେଲ ସିରିଜର କିଛିଟା ସଂସ୍କରଣ ରିଲିଜ ହୋଇସାରିଥିବା ବେଳେ ବାକି ସଂସ୍କରଣ ଗୁଡିକ ପାଇଁ ଲେଖା ଜାରି ରଖିଛନ୍ତି ଇଭାୟନ...।
#ArgusNews #YoungWriter #EnglishNovel #TheSupremeNovel #writer #Bhubaneswar #Odisha