ଦିନ ଥିଲା ଖାଇବାକୁ ମୁଠେ ପାଉନଥିବା ପିଲା ଆଜି ଫେରିଛନ୍ତି ଜର୍ମାନରୁ ଯୁବ ବୈଜ୍ଞାନିକ ଭାବରେ । ପିଲାଟି ଦିନରୁ ବାପା, ମା, ଭଉଣୀ ସମସ୍ତେ ଛାଡି ଚାଲିଗଲେ । ମୁଲ ମଜୁରୀ କରି ପାଠ ପଢି ଜଣେ ବୈଜ୍ଞାନିକ ଭାବରେ ଫେରିଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଳସିଂହା ଗ୍ରାମର ଶେଷ କିଷାନ । ଜର୍ମାନରୁ ଫେରି ଶେଷରେ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ ।
#ArgusNews #youngscientist #Seshakisan #Marriage #Sambalpur #Redhakhol #Odisha