ଶୀତୁଆ ସନ୍ଧ୍ୟାରେ ସଙ୍ଗୀତ ମାଦକତା ଭରୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ। ସଞ୍ଜ ନଇଁଲେ ମହୋତ୍ସବ ମଞ୍ଚ ନିକଟରେ ବଢି ଯାଉଛି ଦର୍ଶକଙ୍କ ଭିଡ଼। ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣରୁ ଆରମ୍ଭ ହେଉଛି ପ୍ରତେକ ଦିନର ମହୋତ୍ସବର ସନ୍ଧ୍ୟା। ଚତୁର୍ଥ ସନ୍ଧ୍ୟାର କାଯ୍ୟକ୍ରମ ଆରମ୍ଭ ହୋଇଥିଲା ଜିଲାର ଛେଣ୍ଡିପଦା, ନାଲକୋ ଓ ଅନୁଗୋଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପରିବେଷିତ ହୋଇଥିବା ନୃତ୍ୟରୁ...।
#ArgusNews #AngulMahotsav #entertainment #ZillaMahotsav #Angul #Odisha