ନୂଆପୁର ଗ୍ରାମ ପଞ୍ଚାୟତରେ ବୈଠକ ଚାଲିଥିଲା ବେଳେ ୧୮ନଂ ଜୋନର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନିଳାମ୍ବର ମହାଳିକ କୌଣସି କାରଣ ନ ଥାଇ ବୈଠକ ମଧ୍ୟରେ ପଶି ମହିଳା ୱାର୍ଡ ସଭ୍ୟା ଓ ସଭ୍ୟ,ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଛନ୍ତି..।
#nuapur #viralvideo #zillaparishad #misbehave #meeting #Odisha #ArgusNews