କାକଟପୁର ଅଧ୍ୟକଙ୍କୁ ଧମକ ଓ ଚାପ ପକାଇବା ମାମଲା । ଅଡ଼ୁଆରେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଜେପି ପରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ । ତୁଷାରକାନ୍ତିଙ୍କ ବହିଷ୍କାର ସହ ସ୍ବାଧୀନ ନାୟକଙ୍କ ଗିରଫଦାରୀ ଦାବି କରିଛି ଦଳ । ସେପଟେ ମାମଲାରେ ପୋଲିସର ଭୂମିକାକୁ ନେଇ ବି ଉଠିଲା ପ୍ରଶ୍ନ...
#ArgusNews #OdishaNews #Tusarkanti_Behera