କରନା କଟକଣା ଭିତରେ ସେପ୍ଟେମ୍ବର ଶେଷ ସପ୍ତାହରେ ବସିବାକୁ ଯାଉଛି । ବିଧାନସଭାର ମୌସୁମୀ ଅଧିବେଶନ l ତେବେ ଚଳିତ ବର୍ଷ ସଂସଦୀୟ ଢାଞ୍ଚା ରେ ଏହା ବସିବ ବୋଲି ସୂଚନା ମିଳିଛି । ବଡ କଥା ହେଉଛି ଏହି ଅଧିବେଶରେ ଆଉ ପୂର୍ବ ପରି ପ୍ରଶ୍ନ କାଳ ରହି ନ ପାରେ ବୋଲି ଚର୍ଚ୍ଚା ହେଉଛି ...
#ArgusNews #Assembly #Corona_GuideLine