ବର୍ତ୍ତମାନ ଉପନିର୍ବଚନ ଅଛି । ତେଣୁ ଝଲକ ଦେଖାଇବା ପାଇଁ ସିବିଆଇ ରେଡ଼ କରିଛି ସାରା ଓଡିଶା ଲୋକ ଜାଣିଛନ୍ତି ବିଜେପି ବିଜେଡି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ୱ ଏମିତି କିଛି କହି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ....
#Argusnews #Odisha #CBI_Raid #Congress_MLA #Tara_Bahinipati