କୁଆଡେ ଗଲେ ‘ମୋ ହିରୋ’ ? ବିଶ୍ବ ଯୁବ ଦିବସରେ ବିଜୁ ଯୁବ ବାହାନୀଙ୍କୁ ନେଇ ଉଠିଲା ପ୍ରଶ୍ନ । କୁଆଡେ ଗଲେ ବିଜୁ ଯୁବ ବାହିନୀ ସଦସ୍ୟ । ସରକାର ଯେଉଁ 450 କୋଟି ଟଙ୍କାର ଅର୍ଥ ବଳ ଦେଇଥିଲେ ଏହାଭିତରେ ସେଥିରୁ କେତେ ଖର୍ଚ୍ଚ ହୋଇଛି ତାର ସ୍ପଷ୍ଟ ହିସାବ ରହିଛି କି । ଏମିତି ଅନେକ ପ୍ରଶ୍ନ ଘେରରେ ବିଜୁ ଯୁବ ବାହିନୀ ...
#TheArgus #BijuYubaBahini #BJD #Mo_Hero