ରାଜ୍ୟର ଦୁଇ ଉପନିର୍ବାଚନ ଲାଗି ତିନି ଦଳର ଜୋରଦାର କସରତ । ଉଭୟ ବାଲେଶ୍ୱର ତିର୍ତ୍ତୋଲ ପାଇଁ ଚାଲିଛି ପ୍ରସ୍ତୁତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଗ୍ରାଉଣ୍ଡରେ ମାଳ ମାଳ ନେତାଙ୍କ ଭିଡ଼ ବୟାନ କରୁଛି ରାଜନୈତିକ ଉଷ୍ମତା । ପ୍ରାର୍ଥୀ ଚୟନ ପାଇଁ ତିନି ପ୍ରମୁକ ଦଳ ଅଙ୍କକଷୁଥିବା ବେଳେ କରୋନା କଟକଣା ଭିତରେ ବି ପାଗଭିଡିଲେଣି ନେତା....
#ArgusNews #OdishaNews #Election_Preparation