ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚମକା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ ...ଏମିତି କିଛି ପ୍ରଶ୍ନକରି ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ଓଡିଶା କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ .....
#Argusnews #Odishanews #PradipPurohit #BJP