50 ବର୍ଷ ଯାଏ ବିରୋଧୀ ଦଳରେ ରହିଯିବ କଂଗ୍ରେସ । ରାହୁଲଙ୍କ ପ୍ରଧାନମନ୍ତ୍ରୀ ସ୍ବପ୍ନ ପୂର୍ବରୁ, ପ୍ରଥମେ ଦଳରେ ନିର୍ବାଚନ କରିବାକୁ ହେବ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନୱୀ ଆଜାଦ । ଗାନ୍ଧୀ ପରିବାରର ଖାସ, ଆଜି ଗାନ୍ଧୀ ପରିବାର ବିରୋଧୀ ...
#ArgusNews #OdishaNews #Congress