ଭଦ୍ରକ ବାସୁଦେବପୁର ରାଜଘରପୋଖରୀ ପଂଚାୟତ ଲକ୍ଷ୍ମୀପ୍ରସାଦ ଗାଁରେ ଦୀର୍ଘ ବର୍ଷ ଧରି ଗୋଳିଆ ପାଣି ପିଉଛନ୍ତି ଗାଁଲୋକେ । ସବୁ ଜାଣିବି ଚୁପ୍ ରହିଛି ପ୍ରଶାସନ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ସ୍ଥାନିୟ ବାସିନ୍ଦା....
#ArgusNews #Odisha #Bhadrak #Basudevpur #Rajagharapokhari #Water_Problem