ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜର ରାସଗୋବିନ୍ଦପୁର। ଛାତନା ପଞ୍ଚାୟତରେ ଉତ୍କଟ ହୋଇଛି ଜଳକଷ୍ଟ। ପାଣି ପାଇଁ ସକାଳ ହେଲେ ଗ୍ରାମବାସୀଙ୍କ ମଧ୍ୟରେ ଚାଲେ ପ୍ରତିଯୋଗିତା। ଗାଁରେ ଥିବା ଏକ ମାତ୍ର ନଳକୂପ ମେଣ୍ଟାଉଛି ଶୋଷ।
#Mayurbhanj #WaterProblem #PublicIssue #Odisha #ArgusNews