ସରକାର ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇବା ପାଇଁ ସାରର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ ସୋସାଇଟ ମାଧ୍ୟମରେ ଚାଷୀଙ୍କୁ ମିଳୁନି ସାର । କରୋନାକୁ ଆଳ କରି ସାର ଆସୁନଥିବା କହୁଛନ୍ତି ଅଧିକାରୀ । ଫଳରେ ବାଧ୍ୟ ହୋଇ ଚାଷୀମାନେ ବାହାରୁ ଦୁଇଗୁଣା ମୂଲ୍ୟରେ କିଣୁଛନ୍ତି ସାର ।....
#ArgusNews #Odisha #Puri #Pipili #Mo_Sarakara #Urea_Problem