ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର । ବନ୍ଦ ପଡିଛି ମୟୂରଭଞ୍ଜ ଜିଲ୍ଲାର 40 ବର୍ଷର ସର୍ବପୁରାତନ ଶିକ୍ଷାନୁଷ୍ଠାନ । ନା ହେଲା ପରୀକ୍ଷା, ନା ହେଉଛି ଆଡମିସନ୍ । ୨୦୧୩ ମସିହାରେ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ହୋମିଓପାଥିକ କଲେଜକୁ ସରକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ.......
#Odishanews #Mayurbhanja #Collage