ଭୂତ ଖାଉଛି ଭତ୍ତା ଟଙ୍କା...ମୃତ ବ୍ୟକ୍ତିଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା...ଆଉ ଏହି ଭତ୍ତା ଟଙ୍କାକୁ ମିଳିମିଶି ହଡ଼ପ କରୁଛନ୍ତି ବିଭାଗୀୟ ଅଧିକାରୀ.... ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରୁ....ଏହି ପଞ୍ଚାୟତରେ 30ରୁ ଉର୍ଦ୍ଧ୍ବ ବୃଦ୍ଧ, ବୃଦ୍ଧା ମୃତ୍ୟୁ ବରଣ କରିସାରି ଥିବାବେଳେ ସେମାନଙ୍କୁ ଜୀବିତ ଦର୍ଶାଯାଇ ଭତ୍ତା ଟଙ୍କାକୁ ହଡ଼ପ କରାଯାଉଛି...ଆଉ ଆରଟିଆଇ ତଥ୍ୟ ଆଧାରରେ ସଂପୁର୍ଣ୍ଣ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି.....
#Odishanews #Bhadrak #Pension