କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଓ ନାଁ ଠିକଣା ପ୍ରଘଟ ନ କରିବା ପାଇଁ ସରକାରଙ୍କ କୋଭିଡ ଗାଇଡଲାଇନରେ କଡ଼ା ନିର୍ଦ୍ଦେଶନାମା ରହିଛି । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଜାତୀୟ ବିପର୍ଯ୍ୟସ୍ତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆହୋଇଛି । ହେଲେ ଭୀମସାରର କୋଭିଡ ସେଣ୍ଟରରୁ ଏହି ତଥ୍ୟ ଲିକ ହୋଇ ଆକ୍ରାନ୍ତଙ୍କ ତଥ୍ୟ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ....
#TheArgus #OdishaNews #Sambalpur #Burla #Corona_Positive_List_Leak