ପୋଲିସ ଅଧିକାରୀଙ୍କ ନାଁରେ ଲଭ-ସେକ୍ସ-ଧୋକାର ଅଭିଯୋଗ ଆଣିଲେ ଭୁବନେଶ୍ୱରର ଜଣେ ଯୁବତୀ । ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସଂପର୍କ ରଖି ପ୍ରତାରଣା ଅଭିଯୋଗ । ନ୍ୟାୟ ପାଇଁ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ତ ହେବା ପରେ ବନ୍ଧା ହେଲେ ଏସଆଇ ଟୁନା ପିଡିକା ।....
#TheArgus #Odishanews #Love_Sex_Dhoka #Police_SI