ଖୁବଶୀଘ୍ର ଆରମ୍ଭ ହେବ ଦେଶୀ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ । 12ଟି ସଂସ୍ଥା ବା ଇଷ୍ଟିଟ୍ୟୁଟରେ ଏହି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହି ଭ୍ୟାକ୍ସିନର କୋଡ ନେମ୍ ରହିଛି BBV152 । କ୍ଲିନିକାଲ୍ ଫାର୍ମାଲୋଜିକାଲ ୱିଙ୍ଗ ଓ ହ୍ୟୁମ୍ୟାନ୍ ଟ୍ରାଏଲ ପାଇଁ ଏକ୍ସପିରିଏନ୍ସଡ୍ ହେଲଥକେୟାର ପ୍ରୋଫେସନାଲ୍ ରହିଥିବା ସଂସ୍ଥାକୁ ଏହି ଟ୍ରାଏଲ ପାଇଁ ବଛାଯାଇଛି । କିନ୍ତୁ ଅଗଷ୍ଟ 15ରେ ଭ୍ୟାକ୍ସିନ ଲଂଚ ହେବାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ.....