ନିଜର ନିଖୁଣ କଳା ପ୍ରଦର୍ଶନ ସାଙ୍ଗକୁ ଯାତ୍ରା ମଞ୍ଚରେ ଅଭିନୟ କରି ଦର୍ଶକଙ୍କୁ ରୋମାଞ୍ଚିତ କରୁଥିବା ସହିତ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ମହାମାରୀ କରୋନା ସବୁକିଛି ଓଲଟପାଲଟ କରିଦେଇଛି। ଲକଡାଉନ ଯୋଗୁଁ ଯାତ୍ରାଜଗତ ବନ୍ଦ ଥିବାରୁ ନିଜର ଜୀବାକା ହରାଇ ପରଘରେ ମୁଲ ଲାଗି ପେଟ ପୋଷୁଛନ୍ତି ଯାତ୍ରା କଳାକାର.....
#Jatraartist #Sambalpur #Kuchinda #Odisha