ମାତିଛନ୍ତି ଜମି ମାଫିଆ । ରାତାରାତି ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ଶହ ଶହ ଟ୍ରାକ୍ଟର ମାଟି ଓ ମୋରମ । ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ବି ନିଆଯାଉନି କୌଣସି ପଦକ୍ଷେପ । କଟକ ଜିଲ୍ଲା ଚୌଦାର ବ୍ଲକର ଟାଙ୍ଗୀ-ଚୌଦାର ତହସିଲ ଅନ୍ତର୍ଗତ ମଣିଆ ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ.....
#Odishanews #Cuttack #Choudwar