ରାସ୍ତା ନୁହେଁ ତ ମରଣ ଯନ୍ତା...ଟିକେ ନଜର ହଟିଲେ, ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା...ତେଣୁ ପ୍ରତିଦିନ ଏଠାରେ ଘଟିଥାଏ ଦୁର୍ଘଟଣା.. ଉଦଳା ଭିମଦାରୁ ବୈଶିଙ୍ଗା ପୂର୍ତ୍ତବିଭାଗ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟି ଥିବାବେଳେ କେବେ ରାସ୍ତା ମରାମତି କରାଯାଉଛି ତାକୁ ଚାହିଁ ବସିଛନ୍ତି ଲୋକେ....
#ArgusNews #Odisha #Mayurbhanj #Badasahi #Road_Problem