ମାରାତ୍ମକ କ୍ୟାନସର ରୋଗରେ ପିଡିତ ଖୁଲଣା ନାଏକ....ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ...ଏକ ମାତ୍ର ରୋଜଗାରିଆ ପୁଅ ଯାହା ଦୁଇ ପଇସା ରୋଜଗାର କରି ଆଣୁଛି, ସେଥିରେ ହିଁ ଘର ଚଳୁଛି...ଆଉ ଏମିତି ପରିସ୍ଥିତିରେ ଚିକିତ୍ସା କରିବେ ବା କେମିତି...
#ArgusNews #Odisha #Jajpur #Asahaya