ପାନୀୟଜଳ ନୁହଁ ତ ଜହର । ଦୂଷିତ ପାନୀୟ ଜଳ ପାଁଇ କିଡନୀ ରୋଗରେ 10 ବର୍ଷରେ ଗଡ଼ିଲାଣି 10ରୁ ଉର୍ଦ୍ଧ୍ଵ ଜୀବନ । ଏବେ ବି 30ରୁ ଉର୍ଦ୍ଧ୍ଵ ଲୋକ ବିଛଣାରେ ପଡି ଜୀବନ ସହ ସଂଘର୍ଷ କରୁଛନ୍ତି । ପ୍ରତି ଘରେ ଘରେ କିଡନୀ ରୋଗୀ । ଚିନ୍ତା ପାଲଟିଛି ପାନୀୟ ଜଳ....
#ArgusNews #Odisha #Dhenkanal #kidneyDisease #WaterProblem