ବିଷବଳୟରେ ଷ୍ଟିଲ ସିଟି ରାଉରକେଲା । ଧୂଳି ଓ ଧୂଆଁରେ ପୂରା ଅଞ୍ଚଳବାସୀ ଅସ୍ତବ୍ୟସ୍ତ । ପ୍ରଶ୍ୱାସରେ ସ୍ୱଚ୍ଛ ବାୟୁ ବଦଳରେ ବିଷ ଗ୍ରହଣ କରୁଛନ୍ତି ଲୋକେ । କଳକାରଖାନା ଗୁଡିକ ଖୁଲମଖୁଲା ପ୍ରଦୂଷଣ ନିୟମର ଉଲ୍ଲଂଘନ କରୁଥିଲେ ବି ଚୁପ ବସିଛି ପ୍ରଶାସନ । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ....
#ArgusNews #Odisha #Rourkela #Air_Pollution ##Steel_City