ପୁଣି ପଦାରେ ପଡିଲା ରାଜ୍ୟ ସରକାରଙ୍କ ବିକାଶର ବାସ୍ତବତା । ଆମ୍ବୁଲାନ୍ସ ନ ଆସିପାରିବାରୁ ଦେଢ କିମି ରାସ୍ତା ଚାଲି ଚାଲି ଗଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡମାଲ ଗାଁରେ
#ArgusNews #Odisha #Subarnapur #Ambulance #Janani_Jantrana