ଯାଜପୁର ଜିଲ୍ଲା ବ୍ରହ୍ମବରଦା ରେ ଜନ ଅସନ୍ତୋଷ I ବ୍ରାହ୍ମଣୀ ନଦୀ ବନ୍ଧ ରେ ବ୍ରହ୍ମବରଦା ରେ ଘାଇ ହେଇ ଜନବସତି ରେ ପ୍ରବେଶ କରିଥିଲା I ବନ୍ୟା ଛାଡି ଗଲାପରେ ମଧ୍ୟ ଜନ ବସତି ରୁ ବନ୍ୟା ପାଣି ଛାଡ଼ିନାହିଁ I ଆଠ ଦିନ ହେବ ଲୋକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି I ପାଣି ନିଷ୍କାସନ ନ ହେବାରୁ ବ୍ରହ୍ମବରଦା ବାସି ଆଜି ବ୍ରହ୍ମବରଦା ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ....
#ArgusNews #OdishaNews #Jajpur #Dharmasala #Strike