କଣାସ ବ୍ଲକର ୨୮ଟି ପଞ୍ଚାୟତରେ ରାସନ ବଣ୍ଟନରେ ହଡପ ଅଭିଯୋଗ । କେନ୍ଦ୍ରସରକାରଙ୍କ ଯୋଜନାକୁ ରାଜ୍ୟରେ ହୋଇଛି ହରିଲୁଟ । କରୋନା ମହାମାରୀରେ ମହାଦୃର୍ନିତୀ । ଗରିବ କଲ୍ୟାଣ ଯୋଜନାରେ ମିଳିଥିବା ୮ମାସର ରାସନ ସମଗ୍ରୀ ବଣ୍ଟନର ହୋଇଛି ଦୃର୍ନୀତି...
#ArgusNews #Odisha #Puri #Brahmagiri #RationScam