ଚଳିତ ବର୍ଷ ବନ୍ୟାପାଇଁ ବାଙ୍କୀ ଅଞ୍ଚଳ ର ଚାଷଜମି ଏଂବ ପନିପରିବା ଫସଲ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଦୃଶ୍ୟ ଏବେ କଟକ ଜିଲ୍ଲା ବାଙ୍କୀ ହରିରାଜ ପୁର ଅଞ୍ଚଳ ରୁ ଆସିଛି । ଚାଷୀର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯିବା ଦେଖିବାକୁ ମିଳିଛି । ତୁରନ୍ତ ସରକାରୀ ସହାୟତା ଯୋଗେଇ ଦେବାକୁ ଚାଷୀ ରଖିଛନ୍ତି ଦାବି
#ArgusNews #OdishaNews #Cuttack #Banki #Flood_Effects