କୁଶଳୀ ପ୍ରବାସୀଙ୍କୁ କାମ ଦେବାରେ ବିଫଳ ରାଜ୍ୟ ସରକାର । ସେଥିପାଇଁ ପୁଣି ସୁରତ୍ ମୁହାଁ ଗଞ୍ଜାମ ଜିଲ୍ଲାର ପ୍ରବାସୀ । ଭୋକ ଭୟ ଏତେ କଷ୍ଟ ଦେଲା ଯେ, ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି ଶ୍ରମିକ । ଏବେ ପ୍ରଶ୍ନ ଉଠୁଛି, ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ଭୁଲିଗଲେ । କାହିଁକି ପ୍ରବାସୀଙ୍କୁ କାମ ଯୋଗାଇବାରେ ବିଫଳ ହେଲେ ରାଜ୍ୟ ସରକାର
#ArgusNews #Odisha #Migrant_Return
