ରାସନ କାର୍ଡଧାରୀଙ୍କୁ ସରକାର ସୁଲଭ ମୂଲ୍ୟରେ କିରୋସିନ ଯୋଗାଇ ବାର ବ୍ୟବସ୍ଥା ରହିଛି । ହେଲେ ବିଭିନ୍ନ ସ୍ଥାନରେ ପଂଚାୟତ ପକ୍ଷରୁ ଲୋକଙ୍କୁ ଭୂଆଁ ବୁଲାଇ ବାଟମାରଣା କରିବାର ନଜିର ରହିଛି । ବିଭିନ୍ନ ପଂଚାୟତରେ ଭିନ୍ନଭିନ୍ନ ଦରରେ କିରୋସିନି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି.....
#Argusnews #Odisha #Ganjam #Kerosene_Scam