ଫୋନୀ ସିନା ଚାଲିଗଲା ଛାଡି ଦେଇଗଲା ଦୁଃଖ । ପରିବାରର ଏକମାତ୍ର ରୋଜଗାରିଆ ପଙ୍ଗୁ ହୋଇଯିବା ପରେ ଏବେ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଲଦି ହୋଇପଡିଛି । ପରଠୁ ଯାହା ଯେତିକି ଧାର କରଜ କରି ଦୀର୍ଘ 6ମାସ ହେବ ବିଭିନ୍ନ ମେଡିକାଲ ବୁଲି ବୁଲି ବିଫଳ ହେବା ପରେ ଏବେ ଘରେ ପହିରହିଛନ୍ତି ଗନ୍ଧର୍ବ...
#ArgusNews #OdishaNews #Puri #Satyabadi