ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ । ଚଳିତବର୍ଷ ୭୪.୯୫% ଛାତ୍ରଛାତ୍ରୀ ପାସ୍କରିଛନ୍ତି, ମୋଟ୍୨୫ ହଜାର ୭୮୫ ପିଲାଙ୍କ ମଧ୍ୟରୁ ୧୯ ହଜାର ୩୧୮ ପିଲା ପାସ୍ହୋଇଛନ୍ତି । ନୟାଗଡ଼ରେ ପାସ୍ହାର ସର୍ବାଧିକ ୮୮.୭୦%, ଦେବଗଡ଼ରେ ପାସ୍ହାର ସର୍ବନିମ୍ନ ୩୪.୧୭% ରହିଛି....
#ArgusNews #Odisha #Commerce_Result