ଯେବେ ଦଇବ ଦାଉ ସାଧେ ସେତେବେଳେ ମଣିଷ ଭାଗ୍ୟକୁ ଆଦରି ବଞ୍ଚିବା ଆପେଆପେ ଶିଖିଯାଏ । ବୟସର ଅପରାହ୍ନରେ ଭେଣ୍ଡିଆ ପୁଅର ବୋଝ । ଯେଉଁ ବୟସରେ ପୁଅକୁ ଦାୟିତ୍ବ ଦେଇ ଶାନ୍ତିରେ ବଞ୍ଚିଥାନ୍ତେ ସେ ସମୟରେ ଦିବ୍ୟାଙ୍ଗ ପୁଅର ଭାର ଉଠାଉଛନ୍ତି ଶ୍ରୀଧର । ସରକାରୀ ଯୋଜନା ବି ଯେମିତି ସାତ ସପନ । ଯାଜପୁର କୋରେଇ ବ୍ଲକ ମୁକୁନ୍ଦପୁର ଗାଁରୁ ଦେଖନ୍ତୁ ଏହି ରିପୋର୍ଟ...
#ArgusNews #Odisha #Jajpur #Sukinda #Govt_Scheme_Fail