ଗାଁକୁ ନାହିଁ ରାସ୍ତା । ମାଟି ପଚପଚ କାଦୁଅ ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ଆଉ କୌଣସି ଜରୁରୀକାଳୀନ ପରିସ୍ଥିତି ପଡିଲେ କଥା ସରିଲା । ଦୀର୍ଘଦିନ ଦାବି ପରେ ବି ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇପାରୁନି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି....
#ArgusNews #Odisha #Khordha #Chilika #Road_Problem