ବିଜେଡି ବିଧାୟକଙ୍କ ବିତଣ୍ଡା ଯୁକ୍ତି । ବନ୍ୟାରେ ଲୋକ ଭାସିଗଲେ ବି ପରବାୟ ନାହିଁ । ନିଜ କାମ ଛାଡି ଓଲଟା ସାମ୍ବାଦିକତାର ପାଠ ପଢାଉଛନ୍ତି ବିଧାୟକ । କେନ୍ଦ୍ରାପଡ଼ାରେ ବନ୍ୟାଞ୍ଚଳ ବୁଲି ଯାଇଥିବା ବେଳେ କଣ କହିଥିଲେ ବିଧାୟକ ଶୁଣନ୍ତୁ...
#ArgusNews #Odisha #Kendrapada #Rajakanika #Dhruba_Sahoo