ବାପାମା ଚାଲିଗଲା ପରେ ଆହା ପଦେ କହିବାକୁ କେହି ନାହିଁ... ନା ଭାଇ ଅଛି ପଚାରିବାକୁ... ଏମିତିରେ ଜନ୍ମରୁ ଦିବ୍ୟାଙ୍ଗ ଦୁଇ ଭଉଣୀଙ୍କ ଦାୟିତ୍ୱ କିନ୍ନର ଭଉଣୀ କାନ୍ଧରେ । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଗାଁରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତିନି ଭଉଣୀ...
#ArgusNews #Odisha #Kendrapara #Divyanga