ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ ଚିକିତ୍ସା ବିଭାଗରେ ରାତିହେଲେ ମିଳୁନି ଚିକିତ୍ସା । ସମ୍ପୁର୍ଣ୍ଣ ଚିକିତ୍ସା ବ୍ୟବସ୍ଥା ଚାଲିଯାଉଛି ଦଲାଲଙ୍କ ହାତକୁ ଅ।ଉ ଦଲାଲ ସାଜିଛନ୍ତି ଚିକିତ୍ସାଳୟରେ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀ ଓ ବାହାର ଘରୋଇ ଅ।ମ୍ୱୁଲାନ୍ସ ଓ ଅଟୋ ଡ୍ରାଇଭର...
#ArgusNews #Odisha #Khurda #medicalissue