ଦଳଭର୍ତ୍ତୀ ଦୟା ନଦୀ । ବିସାକ୍ତ ପଲଟିଛି କଣାସର ଦୟା ନଦୀ ପାଣି । କୂଳ ବେଉସା ହରାଇବାକୁ ବସିଛନ୍ତି ଶହ ଶହ ମତ୍ସଜିବୀ । କଣାସ ବ୍ଲକର ୫ଟି ପଞ୍ଚାୟତର ଲୋକଙ୍କୁ ଘାରିଛି ପାଣି ଚିନ୍ତା । କୂଳରେ ବନ୍ଧା ହୋଇପଡିଛି ଜାଲ ଓ ଡଙ୍ଗା ...
#ArgusNews #Odisha #Puri #DayaRiver #fishermanproblem