ତାତିଲେ ଚାଷୀ, ସୋସାଇଟି ପକାଇଲେ ତାଲା । ସାରର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କାରେ ବିକ୍ରି କରିବାକୁ ନେଇ ଉତ୍ୟକ୍ତ ଚାଷୀ ସୋସାଇଟିରେ ପକାଇଲେ ତାଲା । ଅନ୍ୟ ମାନଙ୍କୁ କମ ଟଙ୍କାରେ ସାର ବିକ୍ରି କରୁଥିବା ବେଳେ ଆମ ମାନଙ୍କ ପାଇଁ କାହିଁକି ବଢୁଛି ସାରର ଦର ....
#ArgusNews #OdishaNews #Farmers_problem #UreaFertilizer