ରାଜଧାନୀରେ ଅସହାୟର କରୁଣ ଚିତ୍ର । ବାପା ରୋଗଶଯ୍ୟାରେ ପଡ଼ିବା ପରେ ଘରୁ ଗୋଡ଼ ବାହାର କରିଛନ୍ତି ଦୁଇ ଝିଅ । ବାପାଙ୍କ ରାଜମିସ୍ତ୍ରୀକୁ ଆପଣେଇଛନ୍ତି ଦୁଇ ଭଉଣୀ । ଯେଉଁଠି ସମାଜର କଳଙ୍କିତ ପ୍ରଥା କହେ, ଝିଅଟିଏ ଜନ୍ମ ହେଲେ ସେ ପରିବାର ପାଇଁ ପାଲଟିଯାଏ ବୋଝ। ସେଭଳି ଚିନ୍ତାଧାରାକୁ ଶକ୍ତ ଚାପୁଡ଼ା ଦେଇଛି ଶୁଭଶ୍ରୀ ଓ ଗାୟତ୍ରୀଙ୍କ କାର୍ଯ୍ୟ....
#ArgusNews #Odisha #Bhubaneswar #Asahaya #Helpless