ଦେବୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ପରେ ଜଗତସିଂପୁର ଜିଲ୍ଲା ନଦୀ କୂଳିଆ ଗ୍ରାମରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦେବୀ ନଦୀର ଆଳିପିଙ୍ଗଳ ଠାରେ ବିପଦ ସଂକେତ ୧୧.୭୬ ମିଟର ଥିବା ବେଳେ ଦିନ ୧୧ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୨୦ ମିଟର ତଥା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି....
#ArgusNews #Odisha #Jagatsinghpur #Devi_River #Flood