ଗାଁରେ ପାଇପ ବିଛା ହୋଇଛି, କିନ୍ତୁ ପାଣି ଆସୁନି । ପାଣି ପାଇଁ ଝରଣା ଏକ ମାତ୍ର ସାହା । ଝରଣାର ଗୋଳିଆ ପାଣିରୁ ଶୋଷ ମେଣ୍ଟେ ଆଉ ସେହି ପାଣିରୁ ରୋଷେଇ ହୁଏ । ବସୁଧା ଯୋଜନାରେ ପାଣି ଟାଙ୍କି ହୋଇଛି । କିନ୍ତୁ ବିଜ୍ୟୁତ ସଂଯୋଗ ନାହିଁ । ବାରମ୍ୱାର ଅଭିଯୋଗ ପରେ ଫଳ ଶୂନ...
#ArgusNews #OdishaNews #Koraput #Water_Problem