ସୌନ୍ଦର୍ଯ୍ୟକରଣ ନାଁରେ ହୋଇଛି ଦୁର୍ନୀତି । ରାସ୍ତା ପାର୍ଶ୍ୱ ପାଚେରୀ ନିର୍ମାଣରେ ହୋଇଛି ବ୍ୟାପକ ଅନିୟମିତତା । ସରକାରୀ ବାବୁ ଓ ଠିକାଦାର ମିଶି ଲୁଟ କରୁଛନ୍ତି କୋଟି କୋଟି ଟଙ୍କା ରାଜସ୍ୱ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଟାଉନ ଠାରୁ ଷଠିପୁରକୁ ସଂଯୋଗ କରୁଥିବା ରାସ୍ତାର ଚେକଗେଟ ଠାରୁ ମକେଇପୁର ତେଲଟାଙ୍କି ନିକ଼ଟ ରାସ୍ତାରେ...
#ArgusNews #Odisha #Jajpur #Road_Wall #PWD_Department