#ଶୋଷ_ମେଣ୍ଟାଉଛି_ଚୂଆ_ପାଣି...
ସରୁନି ଜଳ କଷ୍ଟ । ରାଜ୍ୟର ସବୁଠି ପାଣି ପାଇଁ ହାହାକାର ।...... କେଉଁଠି ଚୂଆ ପାଣି ତ କେଉଁଠି ପୋଖରୀ ଜଳରେ ମେଣ୍ଟୁଛି ଶୋଷ । ପାଣି ଟୋପାଏ ଲାଗି ଯିବାକୁ ପଡୁଛି ମାଇଲ୍ ଦୂର ରାସ୍ତା....
#ArgusNews #Odisha #Mayurbhanj #bangiriposhi #WaterProblem