ଦାରିଦ୍ର୍ୟ କଷାଘାତରେ ପେଷି ହେଉଛି ଜୀବନ । ପରିବାର ଲୋକଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବା ପାଇଁ ବୃଢ଼ା ବୟସରେ ମାଟି ମାଟି ହେବାକୁ ପଡ଼ୁଛି । ମାଟିରେ ତିଆରି ହାଣ୍ଡି, ମାଠିଆ ବିକ୍ରି କରି ପରିବାର ଚଲାଉଛନ୍ତି ବାବୁଲି....
#ArgusNews #Odisha #Angul #Chhendipada #Asahaya #abasayojana