ଚାରିଆଡେ ପାହାଡ, ଜଙ୍ଗଲ... ମଝିରେ ଛୋଟିଆ ଗାଁ । ନା ଅଛି ରାସ୍ତା, ନା ପାନୀୟ ଜଳ କି ସ୍ୱାସ୍ଥ୍ୟ ବ୍ୟବସ୍ଥା... ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବଦଳିଲାନି ଚିତ୍ର । ଏ ହେଉଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ତେନ୍ତୁଳିପଦର ପଞ୍ଚାୟତର ରଙ୍ଗପାଣି ଗାଁ.....
#Argusnews #Odisha #Koraput #Road_Problem #Health_Problem #Water_Problem