ପୁଣି ସାମ୍ନାକୁ ଆସିଲା ସାହାର ଇଣ୍ଡିଆ ନାଁରେ ଏଜେଣ୍ଟ ମାନଙ୍କ ଲୋକଙ୍କୁ ମିଥ୍ୟା ପ୍ରଲୋଭନ । ଗରିବଙ୍କ ଟଙ୍କା ହଡପ କରିଥିବା ସାଂଘାତିକ ଅଭିଯୋଗ ହୋଇଛି । ଗରିବ ମୂଲିଆ ଲୋକେ ଶହ ଶହ କରି ଜମା କରିଥିବା ସେମାନଙ୍କ ଝାଳବୁହା ଟଙ୍କା ହଡପ କରିନେଇଛି କମ୍ପାନୀ । ଦୀର୍ଘ 7 ବର୍ଷ ହେଲା ଟଙ୍କା ପାଇଁ ଗରିବ ଲୋକମାନ ଦୈଡି ଦୈଡି ନିରାଶ....
#ArgusNews #Odisha #Rayagada #Bisam_Cuttack #Sahara_India